ରୁଷ ଚାହୁଁନି ଆଫଗାନ୍‌ ଆତଙ୍କବାଦୀମାନେ ଶରଣାର୍ଥୀ ସାଜି ଆସନ୍ତୁ: ପୁଟିନ୍‌

ମସ୍କୋ: କେନ୍ଦ୍ରୀୟ ଏସୀୟ ରାଷ୍ଟ୍ରମାନଙ୍କୁ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ‘ନାଟୋ’ ମିତ୍ରରାଷ୍ଟ୍ରମାନେ ଆଫଗାନ ଶରଣାର୍ଥୀମାନଙ୍କୁ ପଠାଇବା ନିଷ୍ପତ୍ତିକୁ ରବିବାର ଦିନ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ସମାଲୋଚନା କରି କହିଛନ୍ତି ଯେ, ସେମାନେ (ଶରଣାର୍ଥୀ) ମସ୍କୋ ପ୍ରତି ପ୍ରତ୍ୟକ୍ଷ ବିପଦର କାରଣ ହେବେ। ‘ରିଆ ନୋଭୋସ୍ତି’ ରିପୋର୍ଟ କରିଛି ଯେ, ପୁଟିନ୍ କହିଛନ୍ତି, ଆମେ ଚାହୁଁନା ଆଫଗାନ୍‌ ଆତଙ୍କବାଦୀମାନେ ଶରଣାର୍ଥୀ ସାଜି ଆସନ୍ତୁ। ଆଫଗାନିସ୍ତାନରୁ ଆଗତ ଶରଣାର୍ଥୀ ସମସ୍ୟା ରୁଷୀୟ … Continue reading ରୁଷ ଚାହୁଁନି ଆଫଗାନ୍‌ ଆତଙ୍କବାଦୀମାନେ ଶରଣାର୍ଥୀ ସାଜି ଆସନ୍ତୁ: ପୁଟିନ୍‌